ଦୁଇ ହଜାର ବର୍ଷ ପୂର୍ବେ, ପୁତ୍ରଙ୍କ ଯୁଗରେ ଯୀଶୁ ଏବଂ ଆଜି, ପବିତ୍ର ଆତ୍ମାଙ୍କ ଯୁଗରେ ଖ୍ରୀଷ୍ଟ ଆନ୍ ସାଙ୍ଗ୍ ହୋଙ୍ଗ୍, ପ୍ରତ୍ୟେକେ ମାନବଜାତିକୁ ପରିତ୍ରାଣ ଦେବା ପାଇଁ ଶରୀରରେ ଜଣେ ସାଧାରଣ ମନୁଷ୍ୟ ଭାବରେ—ସିୟୋନରେ ଏକ ପ୍ରସ୍ତର ସ୍ୱରୂପ—ଆସିଥିଲେ। ଯେଉଁମାନେ ବିଶ୍ୱାସ କରନ୍ତି ନାହିଁ, ସେମାନଙ୍କ ପାଇଁ ଖ୍ରୀଷ୍ଟଙ୍କ ଆବିର୍ଭାବ ଏକ ବାଧାଜନକ ପ୍ରସ୍ତର ଓ ବିଘ୍ନଜନକ ପାଷାଣ ଅଟେ, କିନ୍ତୁ ଯେଉଁମାନେ ବିଶ୍ୱାସ କରନ୍ତି, ସେମାନଙ୍କ ପାଇଁ ସେ କୋଣର ପ୍ରଧାନ ପ୍ରସ୍ତର, ଅର୍ଥାତ୍ ପରିତ୍ରାଣର ମୂଳଦୁଆ ହୁଅନ୍ତି।
୧୧୯ ବୁନଡାଙ୍ଗ-ଗୁ, ସାଙ୍ଗନାମ-ସୀ, ଗ୍ୟଙ୍ଗୀ-ଦୋ, କୋରିଆ
ଫୋନ ୦୩୧-୭୩୮-୫୯୯୯ ଫେକ୍ସ ୦୩୧-୭୩୮-୫୯୯୮
ପ୍ରଧାନ କାର୍ଯ୍ୟାଳୟ: ୫୦, ସୁନେ-ରୋ (ସୁନେ-ଡ଼ଙ୍ଗ୍), ବ୍ୟୁଡ଼ଙ୍ଗ୍-ଗୁ, ସେୟଙ୍ଗନାମ୍-ସୀ, ଗ୍ୟଙ୍ଗୀ-ଦୋ, ଦକ୍ଷିଣ କୋରିଆ
ମୁଖ୍ୟ ଚର୍ଚ୍ଚ: ୩୫, ପାଙ୍ଗୋଷ୍ଟେସନ-ଆରୋ (୫୨୬, ବାଣ୍ଡଙ୍ଗ୍-ଡ଼ଙ୍ଗ), ବ୍ୟୁଡ଼ଙ୍ଗ୍-ଗୁ, ସେୟଙ୍ଗନାମ-ସୀ, ଗ୍ୟଙ୍ଗୀ-ଦୋ, ଦକ୍ଷିଣ କୋରିଆ
ⓒ ଚର୍ଚ୍ଚ ଅଫ୍ ଗଡ୍ ବିଶ୍ୱ ମିଶନ ସଂସ୍ଥା । ସର୍ବାଧିକାର ସୁରକ୍ଷିତ । ବ୍ୟକ୍ତିଗତ ବାର୍ତ୍ତାର ଉପଯୋଗ କରିବାର ନୀତି