ଗୋଟିଏ ପାଦ ମଧ୍ୟ ଦେଖିପାରୁ ନଥିଲି, ମୁଁ ଅନ୍ଧକାର ଜୀବନରେ ।
ମୁଁ ଅନେକ ଥର ପଚାରିଲି, “ମୁଁ କିଏ? କେଉଁଠାରୁ ମୁଁ ଆସିଅଛି?”
କ୍ଲାନ୍ତ ହୋଇ ଏକୁଟିଆ ହେବା ଦ୍ୱାରା,ଯେତେବେଳେ ମୁଁ ପଡିଗଲି ଏକ ବଡ଼ ଆଲୋକ ଆସିଲା, ପିତା ଓ ମାତାଙ୍କ ଆଲୋକ ସେମାନେ ମୋ’ ଲୁହ ପୋଛି ମୋତେ ଉଷ୍ମ ଆଲିଙ୍ଗନ କରନ୍ତି ।
ମୁଁ କେତେ ପିତା-ମାତାଙ୍କ, ଉଷ୍ମ ବାହୁର ସ୍ମରଣ କଲି!
ଏହି ପାପୀକୁ ଖୋଜି କ୍ଷମା କରିବା ପାଇଁମୁଁ ମାତା-ପିତାଙ୍କୁ ଧନ୍ୟବାଦ ଓ ପ୍ରଶଂସା ଦେଉଛି!
୧୧୯ ବୁନଡାଙ୍ଗ-ଗୁ, ସାଙ୍ଗନାମ-ସୀ, ଗ୍ୟଙ୍ଗୀ-ଦୋ, କୋରିଆ
ଫୋନ ୦୩୧-୭୩୮-୫୯୯୯ ଫେକ୍ସ ୦୩୧-୭୩୮-୫୯୯୮
ପ୍ରଧାନ କାର୍ଯ୍ୟାଳୟ: ୫୦, ସୁନେ-ରୋ (ସୁନେ-ଡ଼ଙ୍ଗ୍), ବ୍ୟୁଡ଼ଙ୍ଗ୍-ଗୁ, ସେୟଙ୍ଗନାମ୍-ସୀ, ଗ୍ୟଙ୍ଗୀ-ଦୋ, ଦକ୍ଷିଣ କୋରିଆ
ମୁଖ୍ୟ ଚର୍ଚ୍ଚ: ୩୫, ପାଙ୍ଗୋଷ୍ଟେସନ-ଆରୋ (୫୨୬, ବାଣ୍ଡଙ୍ଗ୍-ଡ଼ଙ୍ଗ), ବ୍ୟୁଡ଼ଙ୍ଗ୍-ଗୁ, ସେୟଙ୍ଗନାମ-ସୀ, ଗ୍ୟଙ୍ଗୀ-ଦୋ, ଦକ୍ଷିଣ କୋରିଆ
ⓒ ଚର୍ଚ୍ଚ ଅଫ୍ ଗଡ୍ ବିଶ୍ୱ ମିଶନ ସଂସ୍ଥା । ସର୍ବାଧିକାର ସୁରକ୍ଷିତ । ବ୍ୟକ୍ତିଗତ ବାର୍ତ୍ତାର ଉପଯୋଗ କରିବାର ନୀତି