ପୁରାତନ ନିୟମର ଅନ୍ୟ ଯାଜକମାନଙ୍କଠାରୁ ଭିନ୍ନ, ମଲ୍କୀଷେଦକ ରୋଟୀ ଓ ଦ୍ରାକ୍ଷାରସରେ ଅବ୍ରହାମଙ୍କୁ ଆଶୀର୍ବାଦ କଲେ । ସେହିପରି, ମଲ୍କୀଷେଦକଙ୍କ ରୀତିରେ, ପ୍ରଥମ ଆଗମନ ଖ୍ରୀଷ୍ଟ ଯୀଶୁ ଓ ଦ୍ୱିତୀୟ ଆଗମନ ଖ୍ରୀଷ୍ଟ ଆନ୍ ସାଙ୍ଗ୍ ହୋଙ୍ଗ୍ ମଧ୍ୟ ନିସ୍ତାରପର୍ବର ରୋଟୀ ଓ ଦ୍ରାକ୍ଷାରସ ଦ୍ୱାରା ମାନବଜାତିକୁ ପାପ କ୍ଷମା ଓ ଅନନ୍ତ ଜୀବନର ଆଶୀର୍ବାଦ ଦେଇଛନ୍ତି । ଏହି କାରଣରୁ ଆଜି ସାରା ବିଶ୍ୱର ଚର୍ଚ୍ଚ ଅଫ୍ ଗଡ୍ର ସଦସ୍ୟମାନେ ନିସ୍ତାରପର୍ବ ପାଳନ କରନ୍ତି ।
୧୧୯ ବୁନଡାଙ୍ଗ-ଗୁ, ସାଙ୍ଗନାମ-ସୀ, ଗ୍ୟଙ୍ଗୀ-ଦୋ, କୋରିଆ
ଫୋନ ୦୩୧-୭୩୮-୫୯୯୯ ଫେକ୍ସ ୦୩୧-୭୩୮-୫୯୯୮
ପ୍ରଧାନ କାର୍ଯ୍ୟାଳୟ: ୫୦, ସୁନେ-ରୋ (ସୁନେ-ଡ଼ଙ୍ଗ୍), ବ୍ୟୁଡ଼ଙ୍ଗ୍-ଗୁ, ସେୟଙ୍ଗନାମ୍-ସୀ, ଗ୍ୟଙ୍ଗୀ-ଦୋ, ଦକ୍ଷିଣ କୋରିଆ
ମୁଖ୍ୟ ଚର୍ଚ୍ଚ: ୩୫, ପାଙ୍ଗୋଷ୍ଟେସନ-ଆରୋ (୫୨୬, ବାଣ୍ଡଙ୍ଗ୍-ଡ଼ଙ୍ଗ), ବ୍ୟୁଡ଼ଙ୍ଗ୍-ଗୁ, ସେୟଙ୍ଗନାମ-ସୀ, ଗ୍ୟଙ୍ଗୀ-ଦୋ, ଦକ୍ଷିଣ କୋରିଆ
ⓒ ଚର୍ଚ୍ଚ ଅଫ୍ ଗଡ୍ ବିଶ୍ୱ ମିଶନ ସଂସ୍ଥା । ସର୍ବାଧିକାର ସୁରକ୍ଷିତ । ବ୍ୟକ୍ତିଗତ ବାର୍ତ୍ତାର ଉପଯୋଗ କରିବାର ନୀତି